ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ବି ଜେ.ପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଜିଲ୍ଲାର ବିଭିନ୍ନ ପଦାଧିକାରୀ ଉପସ୍ଥିତ ହୋଇ ଦଳୀୟ ସଂଙ୍ଗଠନକୁ କିପରି ଅଧିକରୁ ଅଧିକ ମଜବୁତ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ବି ଜେ ଡିର ୨୫ ବର୍ଷର ଶାସନକାଳରେ ଜଗତସିଂହପୁର ଜିଲ୍ଲା କିପରି ଅବହେଳିତ ହୋଇଛି ସେ ସମ୍ପର୍କରେ କର୍ମୀମାନେ ନେତୃମଣ୍ଡଳୀଙ୍କ ଦୃଷ୍ଟି ଆକର୍ଶଣକରିଥିଲେ ।
ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ବିଜେପି କାର୍ଯ୍ୟକାରିଣି ବୈଠକରେ ବିଜେଡିର ୨୫ ବର୍ଷର ଅନ୍ଧାରୀ ରାଜର ଗୁମର ଖୋଲିଲେ ବି ଜେ ପି କର୍ମୀ
