ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟି ର ସଭାପତି ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଲକ୍ଷ୍ନୌର ଏକ ଅଦାଲତ ପଳାତକ ଅପରାଧୀ ଘୋଷଣା କରିଛନ୍ତି। ମୌର୍ଯ୍ୟଙ୍କ ଝିଅ ତଥା ପୂର୍ବତନ ବିଜେପି ସାଂସଦ ସଂଘମିତ୍ରା ମୌର୍ଯ୍ୟଙ୍କୁ ମଧ୍ୟ ଅଦାଲତ ପଳାତକ ଅପରାଧୀ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଲକ୍ଷ୍ନୌର ସାଂସଦ-ବିଧାୟକ ଅଦାଲତ ସଂଘମିତ୍ରା ମୌର୍ଯ୍ୟ ଏବଂ ତାଙ୍କ ପିତା ସ୍ୱାମୀପ୍ରସାଦଙ୍କ ସମେତ ତିନି ଜଣଙ୍କ ବିରୋଧରେ ଧାରା ୮୨ ଅନୁଯାୟୀ ଆଦେଶ ଜାରି କରିଛନ୍ତି।