ମହିଳା ଏସିଆ କପ୍ : ପାକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ଭାରତୀୟ ଦଳ

ଦାମ୍ବୁଲା : ଶ୍ରୀଲଙ୍କାର ଦାମ୍ବୁଲାରେ ଖେଳାଯାଉଥିବା ମହିଳା ଏସିଆ କପ ଗ୍ରୁପ-ଏର ଏକ ମ୍ୟାଚରେ ଭାରତୀୟ ମହିଳା ଦଳ ନିଜର ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କରିଦେଇଛି। ଭାରତ ଆଗରେ ୧୦୯ ରନର ଲକ୍ଷ୍ୟ ଥିବାବେଳେ ଦଳ ୧୪.୧ ତମ ଓଭରରେ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ୪୫ ରନ ଓ ଶେଫା​ଳି ବର୍ମା ୪୦ ରନ କରିଥିଲେ । ଡେଲାନ ହେମଲତା ୧୪ ରନ କରିଥିଲେ ।ଦାମ୍ବୁଲା : ଶ୍ରୀଲଙ୍କାର ଦାମ୍ବୁଲାରେ ଖେଳାଯାଉଥିବା ମହିଳା ଏସିଆ କପ ଗ୍ରୁପ-ଏର ଏକ ମ୍ୟାଚରେ ଭାରତୀୟ ମହିଳା ଦଳ ନିଜର ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କରିଦେଇଛି। ଭାରତ ଆଗରେ ୧୦୯ ରନର ଲକ୍ଷ୍ୟ ଥିବାବେଳେ ଦଳ ୧୪.୧ ତ

ମ ଓଭରରେ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ୪୫ ରନ ଓ ଶେଫା​ଳି ବର୍ମା ୪୦ ରନ କରିଥିଲେ । ଡେଲାନ ହେମଲତା ୧୪ ରନ କରିଥିଲେ ।ଦାମ୍ବୁଲା : ଶ୍ରୀଲଙ୍କାର ଦାମ୍ବୁଲାରେ ଖେଳାଯାଉଥିବା ମହିଳା ଏସିଆ କପ ଗ୍ରୁପ-ଏର ଏକ ମ୍ୟାଚରେ ଭାରତୀୟ ମହିଳା ଦଳ ନିଜର ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କରିଦେଇଛି। ଭାରତ ଆଗରେ ୧୦୯ ରନର ଲକ୍ଷ୍ୟ ଥିବାବେଳେ ଦଳ ୧୪.୧ ତମ ଓଭରରେ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ୪୫ ରନ ଓ ଶେଫା​ଳି ବର୍ମା ୪୦ ରନ କରିଥିଲେ । ଡେଲାନ ହେମଲତା ୧୪ ରନ କରିଥିଲେ ।

Leave a Reply

Your email address will not be published. Required fields are marked *